କୋରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ....
ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଲା କୁହୁଡି । ଆଜି ଟ୍ୱିନ ସିଟିରେ ଦେଖିବାକୁ ମିଳିଥିଲା ଘନ କୁହୁଡିର ଆସ୍ତରଣ। କୁହୁଡିର ଆସ୍ତରଣ ଏତେ ଥିଲା ଯେ, ଯାତାୟତ କରିବାରେ ବାଧା ସୃଷ୍ଟି ହୋଇଥିଲା । କିଛି ଦୂରର ବ୍ୟବଧାନ ମଧ୍ୟ ସହଜରେ ଦେଖାଯାଉନଥିଲା ।
ସେହିପରି ରାଜ୍ୟର ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ କୁହୁଡି ଦେଖିବାକୁ ମିଳିଥିଲା । ଏହାକୁ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।