ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଜବତ ହେଲା ଦେଶୀ ମଦ

ଅର୍ଗସ ବ୍ୟୁରୋ : କଟକ ଗୋଡ଼ି ସାହିରୁ 1400 ଲିଟର ଦେଶୀ ମଦ ସହ ଦୁଇ ଜଣଙ୍କୁ ଗିରଫ କଲା କଟକ ଜିଲ୍ଲା ଅବକାରୀ ବିଭାଗ । ଗୋଟିଏ ମହିନ୍ଦ୍ରା ଭ୍ୟାନ ଜବତ କରିଛି ଅବକାରୀ ବିଭାଗ । ଜବତ ଦେଶୀ ମଦର ଆନୁମାନିକ ମୂଲ୍ୟ 9 ଲକ୍ଷ 50 ହଜାର ଟଙ୍କା । ଏହା କୋରାଙ୍ଗନରୁ ପଟିଆକୁ ଚାଲାଣ ହେଉଥିଲା । ଗିରଫ ହୋଇଥିବା ଦୁଇ ଜଣ ଚାଲାଣକାରୀ ହେଉଛନ୍ତି ସୂର୍ଯ୍ୟକାନ୍ତ ପାଢ଼ୀ ଓ ବିଗିନୀ ସାହୁ । ଉଭୟ ଆଠଗଡ ଅଞ୍ଚଳର ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ।
Download Argus News App
