ଅଧିକ ପଢନ୍ତୁ : ଆଜି ମହାପ୍ରଭୁ ଲିଙ୍ଗରାଜ ଓ ମାତା ପାର୍ବତୀଙ୍କ ବିବାହ
ଦେବାଦେବୀଙ୍କ ହୋଇଛି ଅପୂର୍ବ ମିଳନ । ଗତକାଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପ୍ରଭୁ ଲିଙ୍ଗରାଜ ଓ ମା ପାର୍ବତୀ । ସେଥିପାଇଁ ଉତ୍ସବମୁଖର ହୋଇଥିଲା ପରିବେଶ, ଚଳଚଞ୍ଚଳ ଲିଙ୍ଗରାଜ ମନ୍ଦିର । ନିଜ ବରଯାତ୍ରୀଙ୍କୁ ଧରି ରାତି 10ଟାରେ କେଦାର ଗୌରୀ ମନ୍ଦିରରେ ପହଞ୍ଚିଥିଲେ ପ୍ରଭୁ ଲିଙ୍ଗରାଜ । ପୁରା ରୀତିନୀତିରେ ଶିବ ବିବାହ ଅନୁଷ୍ଠିତ ହୋଇଛି। ଶାନ୍ତି ଶୃଙ୍ଖଳାରେ ଯିବ ପ୍ରସେସନ୍ । ଡିଜେ ସମ୍ପୂର୍ଣ୍ଣ ବାରଣ ରହିଥିଲା ।