`ପାଇଖାନରୁ ମିଳିଥିବା କାଗଜ ଟୁକୁଡ଼ାର ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି'। `ଫରେନ୍ସିକ୍ ଲ୍ୟାବ୍ ରିପୋର୍ଟ ବିନା କିଛି କହିବା ଠିକ୍ ହେବନି'। ତଦନ୍ତରେ ସ୍ଵଚ୍ଛତା ପାଇଁ ଯାହା ଦରକାର ତାହା କରାଯାଉଛି। `ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଦାସ ଘଟଣାର ତଦାରଖ କରୁଛନ୍ତି'। କମ୍ପ୍ଲିଟ୍ କନକ୍ଲୁଜନ୍କୁ ଆସିବା ପାଇଁ କିଛି ସମୟ ଲାଗିବ।
ଓଡିଶା ଖବର ଆହୁରି ପଢନ୍ତୁ