ଆମେ ଏସପିଜି ସହ ଯୋଗାଯୋଗରେ ଅଛୁ l ଏହାର ସୁରକ୍ଷା ବ୍ୟବସ୍ଥା ଓଡ଼ିଶାରେ ଫଲୋ କରିବାକୁ ଯୋଗାଯୋଗ କରିଛୁ ଯେଭଳି ଏ ଘଟଣାର ପୁନରାବୃତ୍ତି ହେବନି l ଗାଇଡଲାଆଇନ ଅନୁସାରେ ପିଏସଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ l ତଦନ୍ତ ଦାୟିତ୍ୱ ଅରୁଣ ବୋଥ୍ରା ଙ୍କୁ ମିଳିଛି l ତଦନ୍ତ ବର୍ତମାନ ଚାଲିଛି l
କିଛି କିଛି ତଥ୍ୟ ଆସୁଛି, ପୁରା ସତ ଆସିବାକୁ ସମୟ ଲାଗିବ l କେନ୍ଦ୍ର ଗୃହ ବିଭାଗ ସହ ଯୋଗାଯୋଗ କରି ସେଣ୍ଟ୍ରାଲ ଫରେନସିକ୍ ଟିମ୍ ର ସାହାଯ୍ୟ ନିଆଯାଉଛି l କେନ୍ଦ୍ର ଗୃହ ବିଭାଗର କୌଣସି ସାହାଯ୍ୟ ଦରକାର ପଡିଲେ ନିଆଯିବ l ଘଟଣା ଦିନ ମନ୍ତ୍ରୀଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଦିଆଯାଇଥିଲା l ବାକି ଜଗନ୍ନାଥଙ୍କ ଛଡା କେହି ଜାଣି ପାରିବେନି କାହା ମୋଟିଭ କଣ ବୋଲି ପ୍ରେସମିଟ୍ରେ କହିଛନ୍ତି ଡିଜି l
ରାଜନୀତି ଖବର ଆହୁରି ପଢନ୍ତୁ ।