ପ୍ରତିବର୍ଷ ପରି ଏଥର ମଧ୍ୟ ଚାଷୀମାନେ ପାଇଥିବା ଟୋକନ ଅନୁଯାୟୀ ଧାନ ବିକ୍ରି କରିବେ । ଚଳିତ ଥର ଟୋକନ ଅବଧିକୁ ୧୫ ଦିନରୁ ୨୫ ଦିନକୁ ବୃଦ୍ଧି କରାଯାଇଛି । ଅନ୍ୟପଟେ ବାତ୍ୟା ଦୁର୍ବଳ ସତ୍ବେ ବର୍ଷା ନେଇ ଚାଷୀର ଚିନ୍ତା ବଢିଛି । ପ୍ରତି ବର୍ଷ ଦେଖାଯାଉଥିବା ମଣ୍ଡି ସମସ୍ୟାକୁ ନେଇ ଚାଷୀ ଆଶା ଆଶଙ୍କା ଭିତରେ ରହିଛି ।
ଆରମ୍ଭ ହେବ ରବି ଋତୁର ଧାନ କିଣା ପ୍ରକ୍ରିୟା
ଜୁଆ ଆଡ୍ଡାରେ ଚଢାଉ ବେଳେ ପୋଲିସକୁ ମାଡ ଘଟଣା, ଆହୁରି 100 ଜଣଙ୍କୁ ଖୋଜୁଛି ପୋଲିସ
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୋଲିସକୁ ମାଡ଼ ଘଟଣା । 24 ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇିଛି । ଆହୁରି 100 ଜଣକୁ ଖୋଜୁଛି ପୋଲିସ ।
ଗିରଫ ଭୟରେ ଗାଁ ଏବେ ପୁରୁଷ ଶୂନ୍ୟ ହୋଇପଡିଛି । ଗତ ଶୁକ୍ରବାର ବାଲିପାଟଣା ଥାନା ରାଜସ୍ୱ ଗାଁରେ ବିଳମ୍ବିତ ରାତିରେ ଜୁଆ ଆଡା ଉପରେ ରେଡ୍ ବେଳେ ନିର୍ଧୁମ ମାଡ଼ ଖାଇଥିଲା ପୋଲିସ
Download Argus News App
