କଟକ ଜିଲ୍ଲା ମାହାଙ୍ଗା ବ୍ଲକ ନୃତାଙ୍ଗ ପଞ୍ଚାୟତର ସରପଞ୍ଚ ଥିଲେ ରମାକାନ୍ତ। ତାଙ୍କ ବିୟୋଗ ପରେ ଶୋକ ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଲେଖିଛନ୍ତି ଯେ, କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ଆମ ଦଳର ଦିବଙ୍ଗତ ନେତା ସ୍ୱର୍ଗତ କୁଳମଣି ବରାଳଙ୍କ ସୁପୁତ୍ର ତଥା ନୃତାଙ୍ଗ ପଞ୍ଚାୟତର ସରପଞ୍ଚ ରମାକାନ୍ତ ବରାଳଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ।
କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ଆମ ଦଳର ଦିବଙ୍ଗତ ନେତା ସ୍ୱର୍ଗତ କୁଳମଣି ବରାଳଙ୍କ ସୁପୁତ୍ର ତଥା ନୃତାଙ୍ଗ ପଞ୍ଚାୟତର ସରପଞ୍ଚ ରମାକାନ୍ତ ବରାଳଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । — Dharmendra Pradhan (@dpradhanbjp) December 10, 2022