ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା କଳା କ୍ଷେତ୍ରରେ କ୍ରୀଷ୍ଣା ପଟେଲ, ମାଗୁଣୀ ଚରଣ କୁଅଁର, କୃଷି କ୍ଷେତ୍ରରେ ପଟାୟତ ସାହୁ, ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ସହ ଫୋନ୍ ଯୋଗେ କଥା ହୋଇ ଅଭିନନ୍ଦନ ଜଣାଇଲି । ଏଭଳି ପ୍ରତିଭାଙ୍କୁ ପାଇ ଓଡ଼ିଶା ଆଜି ଗର୍ବିତ ।
କହିଲେ ଏଭଳି ପ୍ରତିଭାଙ୍କୁ ପାଇ ଓଡ଼ିଶା ଆଜି ଗର୍ବିତ

ଅର୍ଗସ ବ୍ୟୁରୋ : 2023 ପାଇଁ ଘୋଷଣା ହୋଇଛି ସମ୍ମାନଜନକ ପଦ୍ମ ପୁରସ୍କାର । ଚଳିତ ବର୍ଷ 106 ଜଣ ପ୍ରତିଭାଙ୍କୁ ପଦ୍ମ ପୁରସ୍କାର ପ୍ରଦାନକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି । 6ଜଣଙ୍କୁ ପଦ୍ମବିଭୁଷଣ, 9ଜଣଙ୍କୁ ପଦ୍ମଭୁଷଣ ଏବଂ 91ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ । ଏହି ଅବସରେର ଓଡିଶାରୁ ପାଇଥିବା ପଦ୍ମ ପୁରସ୍କାରଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
Download Argus News App
