କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ପୁରୀ ଓ ଅଲାରପୁରର ହସ୍ତଶିଳ୍ପକୁ ବିଶ୍ବବଜାରରେ ପହଞ୍ଚାଇବାର ଦାୟିତ୍ୱ ନେବା ପାଇଁ ଯୁବଶକ୍ତି ଆଗକୁ ଆସିବା ଦରକାର । ଏହାସହ ଅଲାରପୁର ଯୁବକଙ୍କ ଦ୍ବାରା ଗାଁର ଚିତ୍ରକୁ ନେଇ ପ୍ରସ୍ତୁତ ସଙ୍ଗୀତ ଭିଡ଼ିଓକୁ ପ୍ରଂଶସା କରିଥିଲେ କେନ୍ଦ୍ରମନ୍ତ୍ରୀ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।