କରୋନା ଲକ୍ ଡ଼ାଉନ୍ ପରିପ୍ରେକ୍ଷୀରେ ରାଜ୍ୟ ଟ୍ରକ୍ ଆସୋସିଏସନର ଜିଲ୍ଲା ପ୍ରତିନିଧି ମାନଙ୍କ ସହ ଭିଡ଼ିଓ କନଫରେନ୍ସିଂରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲି ।
ଟ୍ରକ ଆସୋସିଏସନର ପ୍ରତିନିଧିମାନେ ଲକ୍ ଡ଼ାଉନ୍ ସମୟରେ ଅତ୍ୟାବଶ୍ୟକ ଦ୍ରବ୍ୟର ଯୋଗାଣ ତଥା ମାଲ୍ ପରିବହନ ନେଇ ମୋଦି ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କଲେ । pic.twitter.com/fUNY9VQsiD— Dharmendra Pradhan (@dpradhanbjp) April 19, 2020
ଏହାସହ ଆସୋସିଏସନର ବନ୍ଧୁମାନେ ବିଭିନ୍ନ ପ୍ରସଙ୍ଗରେ ଅନେକ ପରାମର୍ଶ ଏବଂ ଆଗ୍ରହ ମଧ୍ୟ ପ୍ରକାଶ କରିଛନ୍ତି । ସେମାନଙ୍କର ମତାମତକୁ ଉଚିତ୍ ସ୍ଥାନରେ ପହଞ୍ଚାଇ ଉପଯୁକ୍ତ ପଦକ୍ଷେପ ନେବା ନେଇ ପ୍ରତିଶ୍ରୁତି ଦେଇଥିବା ନେଇ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।