ଏହା ଗୌରବର ବିଷୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ନିଷ୍ପତି ମହିମା ଗୋସାଇଁ, ସନ୍ଥ କବି ଭୀମ ଭୋଇ, ମହିମା ସମାଜ ଓ ମହିମା ଧର୍ମାବଲମ୍ବୀଙ୍କ ସମ୍ମାନ ଓ ଗାରିମାକୁ ଆହୁରି ବଢାଇ ଦେଇଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ଆଜି ଔପଚାରିକ ଭାବେ “ସମ୍ବଲପୁର-ଶାଲିମାର ଏକ୍ସପ୍ରେସ”ର ନାମକୁ ପରିବର୍ତ୍ତନ କରାଯାଇ “ମହିମା ଗୋସାଇଁ ରଖାଗଲା । ଏହାକୁ ନେଇ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ପୁଣି ଥରେ ଧନ୍ୟବାଦ ଜଣାଇଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ୍ କରି କୃତଜ୍ଞତା ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହା ଗୌରବର ବିଷୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ନିଷ୍ପତି ମହିମା ଗୋସାଇଁ, ସନ୍ଥ କବି ଭୀମ ଭୋଇ, ମହିମା ସମାଜ ଓ ମହିମା ଧର୍ମାବଲମ୍ବୀଙ୍କ ସମ୍ମାନ ଓ ଗାରିମାକୁ ଆହୁରି ବଢାଇ ଦେଇଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।