ତାଙ୍କ ଗସ୍ତ ସମୟରେ ସେ ବିଶ୍ୱବିଦ୍ୟାଳୟର ବିକାଶମୂଳକ ସମସ୍ୟା ସମୀକ୍ଷା କରିବେ। ମାନ୍ୟବର ମନ୍ତ୍ରୀ ଏହି ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରିବେ। ସୂଚନା ଦେଲେ କୋରାପୁଟ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ଜନସମ୍ପର୍କ ଅଧିକାରୀ ଡକ୍ଟର ଫଗୁନାଥ ଭୋଇ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରାପୁଟ ଜିଲ୍ଲାରେ ଥିବା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ CUO ପରିଦର୍ଶନ କରିବେ ଏଫ୍ରେଲ 1ତାରିଖରେ। ବିଶ୍ୱବିଦ୍ୟାଳୟ ସମ୍ପ୍ରଦାୟକୁ ସମ୍ବୋଧିତ କରିବେ । ତାଙ୍କ ଗସ୍ତରେ ସେ ସ୍ପୋର୍ଟସ କମ୍ପ୍ଲେକ୍ସର ଫାଉଣ୍ଡେସନ ଷ୍ଟୋନ ସ୍ଥାପନ କରିବେ। ବିଶ୍ୱବିଦ୍ୟାଳୟର ୱାର୍କ ଷ୍ଟେସନ ଏବଂ ଭାଷା ଲ୍ୟାବକୁ ଉଦଘାଟନ କରିବେ।