ବିନା ଭକ୍ତରେ ଗଡିଲା ରୁକୁଣା ରଥ
ଅର୍ଗସ ବ୍ୟୁରୋ: ରଙ୍ଗ, ଉତ୍ସାହ, ଆନନ୍ଦ ଏବଂ ଗୌରବର ପର୍ବ ହୋଲି ଅବସରରେ ଟ୍ବିଟ କରି ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରଙ୍ଗର ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରି ଦେଉ ବୋଲି କାମନା କରିଛନ୍ତି ।
सभी देशवासियों को रंग, उमंग, हर्ष और उल्लास के त्योहार #होली की हार्दिक शुभकामनाएं। रंगों का यह त्योहार नव ऊर्जा का संचार कर हम सबके जीवन को सुख, समृद्धि व सौभाग्य से परिपूर्ण करे।#HappyHoli pic.twitter.com/VSUxWb9vLs — Dharmendra Pradhan (@dpradhanbjp) March 29, 2021
ଅନ୍ୟପଟେ କରୋନା କଟକଣା ପାଇଁ ଫିକା ପଡିଛି ରଙ୍ଗର ପର୍ବ । ସଂକ୍ରମଣ ବୃଦ୍ଧି ପାଇବାରୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସାର୍ବଜନୀନ ଭାବେ ହୋଲି ଖେଳିବାକୁ ରୋକ ଲାଗେଇଛନ୍ତି । କେବଳ ଘରେ ରହି ପରିବାର ସହ ରଙ୍ଗ ଖେଳିବାକୁ ପରାମର୍ଶ ରହିଛି ।