ସେପଟେ ତାଙ୍କର ମୃତ୍ୟୁ ହେଲେ କିଏ କିଏ ଦାୟୀ ରହିବେ ଫୋନରେ ସ୍ପଷ୍ଟ ଭାବେ କହିଥିଲେ ଧର୍ମେନ୍ଦ୍ର । 1 ନମ୍ବରରେ ଥିଲେ ତାଙ୍କ ପତ୍ନୀ, ଦୁଇ ନମ୍ବରରେ ସମୀର ଦାସ, ବିନ ଦାସ ଚିନୁ ଓ ମୁନ୍ନା ମହାପାତ୍ରଙ୍କ ନାଁ ବି ନେଇଥିଲେ ଧର୍ମେନ୍ଦ୍ର । ତେବେ ଅଡିଓ ଭାଇରାଲକୁ 8 ଦିନ ବିତିଲାଣି । ଅକ୍ଷୟ ବି ମୋବାଇଲ ଦେବା ସହ ବୟାନ ରଖିଛନ୍ତି । ହେଲେ କମିଶନରେଟ୍ ପୋଲିସର ଅସମ୍ଭବ ନୀରବତାକୁ ନେଇ ଉଠିଛି ପ୍ରଶ୍ନ । କାହା ନିର୍ଦ୍ଦେଶରେ କାମ କରୁଛି କମିଶନରେଟ୍ ପୋଲିସ, ମୋବାଇଲ, ସିସିଟିଭି, ସିସିଟିଭି କନେକସନ ଥିବା ହାତ ଘଣ୍ଟାରୁ କଣ କିଛି ସୁରାଗ୍ ମିଳିଲାନି ପୋଲିସକୁ, ସମୀର ଦାସଙ୍କ ନାଁ ଥିବାରୁ ଚାପରେ ଚେପା କି ପୋଲିସ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।