ତେବେ ଜଣେ ପିକଅପ ଡ୍ରାଇଭର ଏନେଇ ତାଙ୍କୁ ପ୍ରଶ୍ନ କରିବାକୁ ସରପଞ୍ଚ ଜଣକ ୧୦ ସମର୍ଥକଙ୍କ ସହ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକ ଆସି ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ତେବେ ନ୍ୟାୟ ନ ମିଳିଲେ ରାଜରାସ୍ତା ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।