ଅଧିକ ପଢନ୍ତୁ: ସନ୍ଦେହଜନକ ମୃତ୍ୟୁ, ପୋଲିସର ତଦନ୍ତ ଜାରି
କିନ୍ତୁ କୌଣସି କାରଣରୁ ଉଭୟ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଏକ ଝଗଡ଼ା କାରଣରୁ ଦୀପା ମୃତ୍ୟୁ ବରଣ କରିଥିଲେ । ସିପୁନ୍ ଏ ସଂପର୍କରେ ତାଙ୍କ ଶାଶୁଙ୍କୁ ଫୋନ୍ ଯୋଗାଯୋଗ କରି ଡ଼କାଇଥିଲେ । ଶାଶୁ ପହଞ୍ଚି ଝିଅର ମୃତଦେହ ଦେଖି ହିନ୍ଦୋଳ ଥାନାକୁ ଖବର ଦେଇଥିଲେ । ହିନ୍ଦୋଳ ପୋଲିସର ତଦନ୍ତ ଜାରି ରଖିଥିବା ବେଳେ ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ