ଭାରତ ହେଉଛି ଚାଇନା ପରେ ଦ୍ଵିତୀୟ ସର୍ବ ବୃହତ୍ତ ଦେଶ ଯାହାକି ବର୍ତ୍ତମାନ ସମୟରେ ୧୦୦ ମିଲିୟନରୁ ଉର୍ଦ୍ଧ୍ବ ଡାଏବେଟିସ ରୋଗୀଙ୍କୁ ଦେଖିବାକୁ ପାଇବେ। ସାଧାରଣତଃ ୪୦ ବର୍ଷରୁ ଅଧିକ ହେବା ପରେ ମଧୁମେହ ବା ଡାଇବେଟିସ ଭଳି ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଆନ୍ତି। ଆଉ ଏହି ରୋଗର ଚିକିତ୍ସା ପାଇଁ ଅନେକ ଔଷଧ ମଧ୍ୟ ଖାଇଥାଆନ୍ତି । କିନ୍ତୁ କାଳକ୍ରମେ ଔଷଧ ସଂଖ୍ୟା ବଢିବା ସହ ଅଧିକ ଖର୍ଚ୍ଚ ହୋଇଥାଏ। ଏହି ରୋଗ ଓ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆର୍ଥିକ ହାନି ସହ ପାରିବାରିକ ଅଶାନ୍ତି ମଧ୍ୟ ଦେଖା ଦେଇଥାଏ ହେଲେ ଏହି ଡାକ୍ତର ଜଣଙ୍କ ଅନେକ ରୋଗୀଙ୍କୁ ଏବେ ବଞ୍ଚିବାର ରାହା ଦେଖେଇଛନ୍ତି।
ଏହି ଆଶ୍ରମରେ ମାତ୍ର ୬ ଦିନ ରହିବାକୁ ରୋଗୀଙ୍କୁ ପରାମର୍ଶ ଦେଇଥାନ୍ତି ୬ ଦିନ ପରେ whatsapp ଗ୍ରୁପ ମାଧ୍ୟମରେ ନିତିଦିନର ଖାଇବା ଏବଂ ବ୍ୟାୟାମ ଉପରେ ନଜର ରଖିଥାନ୍ତି। ରାଜ୍ୟର ବଡ଼ ବଡ଼ ଅଫିସରଙ୍କ ଠୁ ନେଇ ଶିକ୍ଷକ ପର୍ଯ୍ୟନ୍ତ ସମସ୍ତେ ଏଠାରୁ ଭଲ ହୋଇ ଯାଇ ଡାଏବେଟିସ ମୁକ୍ତ ଜୀବନ ବିତାଉଛନ୍ତି
ତେବେ ଆପଣ ବି ଯଦି ମଧୁମେହ ରୋଗର ଶିକାର ହୋଇଛନ୍ତି ତାହାଲେ ଥରଟିଏ ଏଠାକୁ ଆସନ୍ତୁ ଆଉ ଡାଇବେଟିସ ରୋଗରୁ ମୁକ୍ତ ହୁଅନ୍ତୁ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର