ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓ ଦେଖି ଅନେକ ମତାମତ ଆସୁଛି। ଜଣେ ବ୍ୟକ୍ତି ଲେଖିଛନ୍ତି ଏହା ପିଲା କୁ ଜେଲ ରେ ପୁରାଇବା କଥା। ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି ଦେଶଦ୍ରୋହୀ କୁ କଠୋର ରୁ କଠୋର ଦଣ୍ତ ଦେବା ଉଚିତ୍। ବାସ୍ତଵରେ ଭିଡିଓ ଟି ଅତି ଲଜ୍ଜାଜନକ।
ଭାରତ ଖବର ଆହୁରି ପଢ଼ନ୍ତୁ ।