ଫଳରେ ପାଠପଢାରେ ସମସ୍ୟା ଉପୁଜୁଥିବା ବେଳେ ଆଉ ୨ ଜଣ ଶିକ୍ଷକ ଦେବା ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଗ୍ରାମବାସୀ ଦାବି କରିଥିଲେ । ଜିଲ୍ଲା ଶିକ୍ଷାଅଧିକାରୀ , ଜିଲ୍ଲାପାଳ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ ଶିକ୍ଷକ ନିଯୁକ୍ତ କରାଗଲା ନାହିଁ । ଫଳରେ ଅଭିଭାବକ ଏବଂ ଛାତ୍ରଛାତ୍ରୀ ଆଜି ବିଦ୍ୟାଳୟ ଫାଟକରେ ତାଲା ପକାଇ ପ୍ରତିବାଦ କରୁଥିବା ବେଳେ ପାଠପଢା ଠବ ହୋଇଯାଇଛି ।
ଓଡିଶା ଖବର ଆହୁରି ପଢନ୍ତୁ