ଆସନ୍ତାକାଲି ଚୈତ୍ର ଯାତ୍ରାର ଚତୁର୍ଥ ମଙ୍ଗଳବାର । ତେଣୁ ମନ୍ଦିରରେ ଭକ୍ତଙ୍କ ଭିଡ଼କୁ ଆଶଙ୍କା କରି କଟକଣା ଲଗାଯାଇଛି ।
ମା’ ତାରାତାରିଣୀଙ୍କ ଯାତ୍ରା ସମ୍ପୂର୍ଣ୍ଣ ବନ୍ଦ କଲା ଜିଲ୍ଲା ପ୍ରଶାସନ
ପଟିଦାରଙ୍କ ଦମଦାର ଶତକ; ଲକ୍ଷ୍ନୋ ଆଗରେ ୨୦୮ ରନର ଟାର୍ଗେଟ
ଅର୍ଗସ ବ୍ୟୁରୋ : ରଜତ ପଟିଦାରଙ୍କ ଦମଦାର ଶତକ। ଲକ୍ଷ୍ନୋ ଆଗରେ ୨୦୮ର ବିଜୟଲକ୍ଷ୍ୟ ରଖିଲା ବାଙ୍ଗାଲୋର। ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨୦୭ ରନ କରିବାକୁ ସକ୍ଷମ ହୋଇଛି। ପଟିଦାର ୫୪ ବଲରୁ ଅପରାଜିତ ୧୧୨ ରନ କରିପାରିଛନ୍ତି। ସେହିପରି ଦୀନେଶ କାର୍ତ୍ତିକ ୩୭ ରନ କରିପାରିଛନ୍ତି।
ବିରାଟ କୋହଲି ୨୪ଟି ବଲରୁ ମାତ୍ର ୨୫ ରନ କରିବାକୁ ସକ୍ଷ
Download Argus News App
