ଏଥିରେ ୫୭ କେଜି ୱେଟ୍ କ୍ୟାଟେଗୋରୀରେ ପାଓ୍ବାର ଖେଳି ମନ୍ଦାକିନୀ ମିଶ୍ର ଦ୍ବିତୀୟ ସ୍ଥାନ ଅଧିକାରୀ କରିଛନ୍ତି । ସୁନୀଲ କୁମାର ଦାସ 83 ୱେଟ୍ କ୍ୟାଟେଗୋରୀରେ ଖେଳି ବ୍ରୋଞ୍ଜ ପଦକ ଓ କୀର୍ତ୍ତିରାଣୀ ସାହୁ ୭୭ ୱେଟ୍ କ୍ୟାଟେଗୋରୀରେ ଖେଳି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପୁର୍ଣ୍ଣାସି ଦଳାଇ ବ୍ରୋଞ୍ଜ ଓ ଅଙ୍କିତା ଗୋଲ୍ଡ ପାଇଛନ୍ତି । କୋଚ୍ ବିଶାଳ ଓ ସୁନିଲଙ୍କୁ ପ୍ରତିଯୋଗୀ ମାନେ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି । ମନ୍ଦାକିନୀ ମିଶ୍ର ଏବେ ଅର୍ଗସ ନ୍ୟୁଜ୍ରେ ଉପସ୍ଥାପିକା ଭାବେ କାର୍ଯ୍ୟରତ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।