ଆଶ୍ରମ ସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତି ବର୍ଷ ପାଳନ ହୁଏ ସର୍ଗିଫୁଲ ଶିଶୁ ମହୋତ୍ସବ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର 45 ଟି ଆଶ୍ରମ ସ୍କୁଲ ର 554 ଜଣ ଶିକ୍ଷାର୍ଥୀ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତା ରେ ଭାଗନେଇଥିଲେ l
ଜିଲ୍ଲାସ୍ତରୀୟ ସର୍ଗି ଫୁଲ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ଉଦଯାପିତ

ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ କୁର୍ଲି ଆଶ୍ରମ ସ୍କୁଲ ରେ ଚାଲୁଥିବା ଜିଲ୍ଲା ସ୍ତରୀୟ ସର୍ଗିଫୁଲ ଶିଶୁ ମହୋତ୍ସବ ଏବଂ ବିଜ୍ଞାନ ମେଳା ଉଦଯାପିତ ହୋଇଛି l ଉଦଯାପିତ ଦିବସରେ ଯୋଗ ଦେଇଥିଲେ ନୂଆପଡା ଜିଲ୍ଲାପାଳ ହେମାକାନ୍ତ ସାଏ l
Download Argus News App
