ଆଜେକ୍ସ ଆତ୍ମହତ୍ୟା ଦିନ ସନ୍ଧ୍ୟା ୬ଟା ୩୧ରେ ଜିଂଜ୍ଞାସାଙ୍କ ପାଖକୁ ସ୍କେଡ୍ୟୁଲ ଇମେଲ ମେସେଜ କରିଥିଲେ । ଏହି ଇମେଲ ବିଷୟରେ ପୋଲିସ କୁ କୌଣସି ସୂଚନା ଦେଇନଥିଲେ । ସମସ୍ତ ଏସଏମଏସ, ଇନଷ୍ଟା ମେସେଜ, ହ୍ଵାଟ୍ସଆପ ଚାଟ, ଇମେଲ ମେସେଜ, ମେସେଞ୍ଜରଙ୍କୁ ଭେରୀଫାଏ କରୁଛି ପୋଲିସ ।
ଆତ୍ମହତ୍ୟା ପୂର୍ବରୁ ୧୮ ତାରିଖ ସନ୍ଧ୍ୟାରେ ଡିଜେ ୯୭ ସେକେଣ୍ଡ ପ୍ରେମିକା ଜିଂଜ୍ଞାସାଙ୍କ ଶହ କଥା ହୋଇଥିଲେ । ସିଡିଆରରୁ ଜଣା ପଡିଛି ଆଜେକ୍ସଙ୍କୁ ଜିଂଜ୍ଞାସାଙ୍କ ଶେଷ ଫୋନ ଥିଲା । ହେଲେ ସେତେବେଳକୁ ଆତ୍ମହତ୍ୟା କରି ସାରିଥିଲେ ଡିଜେ ଆଜେକ୍ସ ।