ଗୋଡ଼ରେ ଘା' ହୁଏ ଶୁଖେ ନାହିଁ। ପାଦ ବାରମ୍ବାର ଜଳା ପୋଡା ହେବା, ପାଦ ନଖ ଗୁଡିକ ମୋଟା ହୋଇ ଯିବା, ପାଦରୁ ବାରମ୍ବାର ଚପଲ ଖସି ଯିବା। ଏପରି ନାନା ସମସ୍ୟା ହୋଇଥାଏ। ହେଲେ ଏହାର ନିରାକରଣ ମଧ୍ୟ ରହିଛି - ଡାଇବେଟିସ ରୋଗୀ ବାରମ୍ବାର ସକାଳୁ ଉଠିଲେ ନିଜ ପାଦକୁ ଦେଖିବା ଦରକାର। ଘରେ ଓ ବାହାରେ ଉଭୟ ଜାଗାରେ ଚପଲ ଅଧିକ ବ୍ୟବହାର କରିବା ଦରକାର। ଡାଇବେଟିସ ରୋଗୀମାନେ ସ୍ୱତନ୍ତ୍ର ଜୋତା ଵ୍ୟଵହାର କରିବା ନିହାତି ଆବଶ୍ୟକ। ଏହା ସହ ପ୍ରତି ଦୁଇ ମାସରେ ଥରେ କିମ୍ବା ଦୁଇ ଥର ଡାକ୍ତରଙ୍କ ପରାମର୍ଶ ନେଇ ପାଦର ପରୀକ୍ଷା କରିବା ନିହାତି ଜରୁରୀ।
ରିପୋର୍ଟ: ଶତରୂପା ସାମନ୍ତରାୟ
ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର