ଫକୀରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କିଛି ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବାକୁ ଡାକ୍ତରଙ୍କୁ ବାସଭବନକୁ ଡାକିଥିଲେ ବିଧାୟକ । ତେବେ ଡାକ୍ତର ଓ ମେଡିକାଲ ଟିମ୍ ଆଲୋଚନା ପାଇଁ ବିଧାୟକ ଭାଗିରଥୀ ସେଠୀଙ୍କ ବାସଭବନରେ ପହଞ୍ଚିବା ପରେ ସେମାନଙ୍କୁ ଆକ୍ରମଣ କରିଥିଲେ ବିଧାୟକଙ୍କ କିଛି କର୍ମୀ । ଏନେଇ ଆନନ୍ଦପୁର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଆହୁରି ଅଧିକ ଓଡିଶାର ଅନ୍ଯାନ୍ଯ ତାଜା ଖବର ପଢ଼ନ୍ତୁ...
ବିଧାୟକଙ୍କ ଘରେ ଡାକ୍ତରଙ୍କୁ ମାଡ

କେନ୍ଦୁଝର: କେନ୍ଦୁଝର ଆନନ୍ଦପୁର ବିଧାୟକଙ୍କ ବାସଭବନରେ ଡାକ୍ତରଙ୍କ ସମେତ ମେଡିକାଲ କର୍ମୀଙ୍କୁ ଆକ୍ରମଣ । ବିଧାୟକଙ୍କ କିଛି କର୍ମୀ ଆକ୍ରମଣ କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି।
Download Argus News App
