NVS-୦୧ର ସଫଳ ଉତ୍କ୍ଷେପଣ
ସରକାରୀ ଜାଗାରେ ଘର କରି କରୁଥିଲେ କୁକୁର ବ୍ୟବସାୟ

ଅର୍ଗସ ବ୍ୟୁରୋ : ରକାରୀ ଜାଗାରେ ଘର କରି କୁକୁର ବ୍ୟବସାୟ କରୁଥିବା ଜଣେ ବ୍ୟକ୍ତିଙ୍କ ଘରୁ 40ରୁ ଅଧିକ କୁକୁର ଉଦ୍ଧାର । ଏମାନଙ୍କୁ ବିଏମ୍ସି ଡଗ୍ ସ୍କ୍ବାର୍ଡ ଉଦ୍ଘାର କରିଛି । ବ୍ୟକ୍ତି ଜଣଙ୍କ ଲକ୍ଷ୍ମୀସାଗର ଅଂଚଳରେ ଏକ ସରକାରୀ ଜମିରେ ଘର କରି କୁକୁର ବ୍ୟବସାୟ କରୁଥିଲେ । ବିଡିଏ ବେଆଇନ ଉଚ୍ଛେଦ କରିବାକୁ ଯିବା ପରେ କୁକୁର ଦେଖି ବିଏମସି କୁ ଖବର ଦେଇଥିଲେ । ଏହାପରେ ବିଏମସି ଡଗ ସ୍କ୍ୱାଡ଼ ପହଂଚି 40 ରୁ ଉର୍ଦ୍ଧ ବିଦେଶୀ କୁକୁରଙ୍କୁ ଉଦ୍ଧାର କରିଛି ।
Download Argus News App
