OLX ରେ କିଣୁଛନ୍ତି କି ଗାଡ଼ି ତେବେ ହୋଇଯାଆନ୍ତୁ ସାବଧାନ
କଟକ: ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟକୁ ନେଇ ବଢିବାରେ ଲାଗିଛି ସନ୍ଦେହ । ଡେଥ ମିଷ୍ଟ୍ରିରେ କାହିଁକି ଚୁପ ପୋଲିସ? ଦୁର୍ଘଟଣା ନୁହେଁ ହତ୍ୟା ଏ ସନ୍ଦେହ ବଢିବାରେ ଲାଗିଛି । ରମାକାନ୍ତଙ୍କ ଏତଲାକୁ କାହିଁକି ଷ୍ଟେସନ ଡାଏରୀ କରି ବସିପଡିଲା ପୋଲିସ । କାହିଁକି ହେଲାନି ଏଫଆଇଆର, ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ । ପୁରା ଘଟଣା ପଛରେ ମନ୍ତ୍ରୀଙ୍କ ହାତ ଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ପ୍ରଫୁଲଙ୍କ ପୁଅର ବୟାନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ । ଯାହାକି ସନ୍ଦେହକୁ ଅଧିକ ଘନୀଭୂତ କରାଇଛି ।
ସୂଚନାନୁସାରେ, ମାହାଙ୍ଗା ଡବଲ ମର୍ଡର ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲଙ୍କ ସନ୍ଦେହ ଜନକ ମୃତ୍ୟକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି । ଟାଙ୍ଗୀ ନିକଟସ୍ଥ ବନ୍ଦାଳ ଟୋଲଗେଟ ନିକଟରେ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ଘଟଣା ପରଠୁ ଅଭିଯୁକ୍ତ ପ୍ରଫୁଲ୍ଲ ଫେରାର ଥିଲା ।