ବ୍ରହ୍ମପୁର ଜିଲା ଦୌରାଜଜ ଏକ ପାଖିଆ ନିର୍ଦ୍ଦେଶ ଦେଇ ଥିବା ସୁମିତଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ ଯୁକ୍ତି ବାଢ଼ିଛନ୍ତି। ସେପଟେ ଉଭୟଙ୍କ ମଧ୍ୟରେ ପୁଣି ଥରେ ମିଳା ମିଶା ହେବାର ଆଶା ରହି ଥିବା କଥା କହିଛନ୍ତି ସୁମିତ। ଗତ ଡିସେମ୍ବର ମାସ ୨୦ ତାରିଖ ରେ ତାଙ୍କ ଘରେ ଘଟିଥିବା ଘଟଣାରେ ପୋଲିସ ର ନିଷ୍କ୍ରିୟତା ଓ ତାଙ୍କ ପରିବାର ଲୋକଙ୍କ ସୁରକ୍ଷା ପାଇଁ ଗତକାଲି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୁମିତ ଙ୍କ ବାପା ପ୍ରମୋଦ ସାହୁ ।
ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଡାକ୍ତର ସୁମିତ

ଅର୍ଗସ ବ୍ୟୁରୋ : ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଡାକ୍ତର ସୁମିତ। ଗତ ଜାନୁଆରୀ ୪ ତାରିଖରେ ଜିଲ୍ଲାକୋର୍ଟ ଦେଇଥିବା ରାୟକୁ ହାଇକୋର୍ଟରେ ଚାଲେଂଜ କଲେ ସୁମିତ। ବ୍ରହ୍ମପୁର ଜିଲା ଦୌରାଜଜଙ୍କ ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟରେ କଲେ ଅପିଲ। ଗତକାଲି ସୁମିତଙ୍କ ବାପା ପ୍ରମୋଦ ସାହୁ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ। ଆଜି ସୁମିତଙ୍କ ପକ୍ଷରୁ ରୁଜୁ ହୋଇଛି ଅପିଲ ମାମଲା।
Download Argus News App
