ତେବେ ପାଇପ ମରାମତି କାମ ଚାଲୁଅଛି। ମୁଖ୍ୟ ସଂଯୋଗରୁ ପାଣି ବନ୍ଦ କରି ମରାମତି କାମ ଆଗେଇ ଚାଲିଛି।
ରାସ୍ତାରେ ଫାଟିଲା ପାନୀୟ ଜଳ ପାଇପ

ବ୍ରହ୍ମପୁର : ବ୍ରହ୍ମପୁର ଖୋଡାସିଙ୍ଗି ମୁଖ୍ୟରାସ୍ତାରେ ଫାଟିଲା ପାନୀୟ ଜଳ ପାଇପ। ଏହା ଦ୍ଵାରା ରାସ୍ତାରେ ଯିବା ଆସିବା ପ୍ରଭାବିତ ହୋଇଛି। ତେବେ ଲକଡାଉନ ହେତୁ ଗମନାଗମନ ସେତେ ପରିମାଣର ପ୍ରଭାବିତ ହୋଇ ନାହିଁ। କିଛି ତ୍ରୁଟି ଯୋଗୁଁ ପାଇପ ଫାଟି ଯାଇଛି।
Download Argus News App
