ଫଳରେ ବିରମହାରାଜପୁର-ଚାରମାଳ ରାସ୍ତାର ହିଲୁଙ୍ଗ ଛକରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତାରେ ଗାଡି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ସୋଲାର ପ୍ରକଳ୍ପକୁ ସଚଳ କରିବା ସହିତ ନଲକୁପକୁ ମରାମତି କରିବା ଦାବି କରିଛନ୍ତି ଗ୍ରାମବାସୀ ଦାବି ପୂରଣ ନ ହେଲେ ରାସ୍ତା ରୋକ ହଟିବ ନାହି ବୋଲି ଗ୍ରାମବାସୀ ମାନେ ଚେତବନୀ ଦେଇଛନ୍ତି ।