ବିଳମ୍ବିତ ରାତିରେ ଗାଡିଟି ରାସ୍ତା କଡରେ ବାଡେଇ ହୋଇ ଓଲଟି ଯିବା ଫଳରେ ଟ୍ରକରେ ନିଆଁ ଲାଗି ଯାଇଥିଲା l ଯାହାଫଳରେ ଡ୍ରାଇଭର ଜୀବନ୍ତ ଗାଡି ଭିତରେ ଜଳି ଯାଇଛି l
ମୃତ ଡ୍ରାହିଭରର ଘର ଅନଗୁଳ ଜିଲ୍ଲା କିଶୋନଗର ଥାନା ଅଂଚଳର ବୋଲି ଜଣା ପଡିଛି l ଡ୍ରାଇଭର ଆଖି ଲାଗି ଯାଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ରେଢ଼ାଖୋଲ ପୋଲିସ ପ୍ରାଥମିକ ତଦନ୍ତ ରୁ ଅନୁମାନ କରୁଛି l
ଅଧିକ ଓଡିଶା ନ୍ୟୂଜ଼ ପଢନ୍ତୁ