ଲୋକଙ୍କ ଅସୁବିଧା ପାଇଁ ଦୁଃଖ ପ୍ରକାଶ କରୁଛୁ । ଆଗକୁ 90 ଦିନରେ 10 ଦଫା ଦାବି ପୂରଣ ନହେଲେ ସ୍ଥିତି ଆହୁରି ଭୟଙ୍କର ହେବ । ଦାବି ପୂରଣ ନହେଲେ 91 ଦିନରେ ସମୂହ ନବୀନ ନିବାସ ଆଗରେ ଆତ୍ମାହୁତି ଦେବୁ ବୋଲି ଚେତାବନୀ ଦେଇଛି ସଂଘ । ସରକାର ଆମ 10 ଦଫା ଦାବି ପୂରଣ କରିବେ ବୋଲି ଆଶା ଅଛି ବୋଲି କହିଛନ୍ତି ସଭାପତି ।
ଅନ୍ୟପଟେ ଆନ୍ଦୋଳନ ପ୍ରତ୍ୟାହୃତ ପରେ ଖାଉଟିଙ୍କୁ ବଡ ଆଶ୍ୱସ୍ତି ମିଳିଛି ।
ଅଧିକ ପଢନ୍ତୁ: ତିନି ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବି ଗୁଡ଼ିକ ସମାଧାନ ହେବ : ମୁଖ୍ୟ ଶାସନ ସଚିବ