ରାଜ୍ୟ ବାହାରୁ ଆସୁ ଥିଲା ନକଲି କଞ୍ଚା ମାଲ। 60 ଟଙ୍କାର କ୍ୟାଣ୍ଡେଲ ଆଣି 450 ଟଙ୍କାରେ ହେଉଥିଲା ବିକ୍ରି । ବିଭିନ୍ନ ଜିଲ୍ଲାକୁ ଲମ୍ବିଛି ଏହି ନକଲି ଆକ୍ବାଗାର୍ଡ ଯନ୍ତ୍ରାଂଶର ଚେର । ଆଗକୁ ଗିରଫଦାରୀ ସଂଖ୍ୟା ବଢିବ ବୋଲି ସୂଚନା ଦେଇଛନ୍ତି ଏସିପି ଅମରେନ୍ଦ୍ର ପଣ୍ଡା ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : କଟକ ବାଦାମବାଡ଼ିରେ ନକଲି ଆକ୍ବାଗାର୍ଡ ଯନ୍ତ୍ରାଂଶ ଠାବ । ପୋଲିସ ରିମାଣ୍ଡରେ ଥିବା ଅଭିଯୁକ୍ତ ଖୋଲିଲା ମୁହଁ ତଦନ୍ତରୁ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ । ନକଲି ଆକ୍ବାଗାର୍ଡ ଯନ୍ତ୍ରଂଶ କାରବାର ପଛରେ ରାକେଟ ଠାବ ।