ଟିଏମସିରେ ରହି ମୁଁ ପାପ କରିଛି
କଟକ ଅଧିଷ୍ଠାତ୍ରୀ ଦେବୀ ଚଣ୍ଡୀଙ୍କ ମନ୍ଦୀରରେ ଆଜିଠାରୁ ମାଁଙ୍କ ଷୋଡଶ ଉପଚାର ଆରମ୍ଭ ହୋଇଯାଇଛି । ଏଥିପାଇଁ ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଆଜି ପ୍ରଥମ ଥର ପାଇଁ ରଙ୍ଗ ବେରଙ୍ଗ ଫୁଲରେ ସଜେଇ ହୋଇଛନ୍ତି ମାଙ୍କ ମନ୍ଦିର । ଆସନ୍ତା କାଲି ଦ୍ୱିତୀୟ ତିଥିରେ ମାଙ୍କ ନିକଟରେ ରୀତିନୀତିରେ ଘଟ ସ୍ଥାପନ କରାଯିବ।