କଟକ ର ଅନ୍ୟତମ ଶକ୍ତି ପିଠ ମଙ୍ଗଳାବାଗ ରେ ଥିବା ମା’ ବସନ୍ତିଦୁର୍ଗା ଙ୍କ ପିଠ ରେ ମା’ ଚତୁର୍ଥ ଦିନରେ ତ୍ରିପୁରା ବେଶ ରେ ସୁସଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ । ତେବେ ମା’ ଙ୍କ ନୀତିକାନ୍ତି ଅନୁଯାୟୀ ସକାଳୁ ପହଡ ଫିଟା ନୀତି ସୂର୍ଯ୍ୟ ପୂଜା ସକାଳ ଆଳତି ପରେ ଚଣ୍ଡୀପାଠ କରାଯାଉଛି । ସଂସାର ଦୁଃଖ କଷ୍ଟ ହରଣ କରିବା ପାଇଁ ମା’ ଙ୍କ ପାଖରେ ମିନତୀ କରି ଦୈବୀ କୃପା ଲାଭ କରନ୍ତି ଭକ୍ତ ନବରାତ୍ରୀ ପୂଜା ସମୟରେ ମା’ ଙ୍କ ଦୁର୍ଲଭ ଦର୍ଶନ କଲେ ମାନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତ ଙ୍କ ଅଗାଢ ବିଶ୍ଵାସ ରହିଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।