ବିନାଯାତ୍ରାରେ ବସ୍ ଡୀପୋରୁ ବାହାରି ରାଜଧାନୀରେ ବୁଲିଥିଲା। ପ୍ରାୟ ୨୫ଦିନ ଧରି ଏହି ପରୀକ୍ଷା ଚାଲିବା ପରେ ଏହା ସଫଳ ହୋଇଥିବା ଘୋଷରା କରିଛି କ୍ରୁଟ। ଆଗାମୀ ଦିନରେ ଆହୁରି ଅଧିକ ବସ୍ ଅଣାୌିବ ବୋଲି କ୍ରୁଟ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ଚନ୍ଦ୍ରଶେକରପୁରରେ ଗୋଟିଏ ଚାର୍ଜିଂ ଷ୍ଟେସନ ରହିଛି। ଆଗକୁ ଆହୁରି ଚାର୍ଜିଂ ଷ୍ଟେସନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଥରେ ଚାର୍ଜିଂ ହେଲେ ବସ୍ ୧୨୦ କିମି ଚାଲିବାର କ୍ଷମତା ରହିଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।