ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ କାହାର କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି l ବର୍ତ୍ତମାନ ସମୟରେ ଲୋକେ ଭୂମିକମ୍ପକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି l ସାମାନ୍ୟ ଭୂମିକମ୍ପକୁ ନେଇ ଲୋକେ ଆଶାଆଶଙ୍କାରେ ରହିଛନ୍ତି ।
ଆହୁରି ଅଧିକ ଓଡିଶା ଖବର ପଢନ୍ତୁ...
ନୟାଗଡ଼ ଦଶପଲ୍ଲା ଅଞ୍ଚଳରେ ମୃଦୁ ଭୁମିକମ୍ପ

ଅର୍ଗସ ବ୍ୟୁରୋ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ ମୃଦୁ ଭୁମିକମ୍ପ l ଥରିଲା ଦଶପଲ୍ଲା l ପ୍ରାୟ ୧୧:୨୦ ମିନିଟ ସମୟରେ ଭୂମିକମ୍ପ ହୋଇଛି l କେହି କିଛି ବୁଝିବା ଆଗରୁ ଥରିବାକୁ ଲାଗିଲା ଭୂମି l
ଜୁଆ ଆଡ୍ଡାରେ ଚଢାଉ ବେଳେ ପୋଲିସକୁ ମାଡ ଘଟଣା, ଆହୁରି 100 ଜଣଙ୍କୁ ଖୋଜୁଛି ପୋଲିସ
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୋଲିସକୁ ମାଡ଼ ଘଟଣା । 24 ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇିଛି । ଆହୁରି 100 ଜଣକୁ ଖୋଜୁଛି ପୋଲିସ ।
ଗିରଫ ଭୟରେ ଗାଁ ଏବେ ପୁରୁଷ ଶୂନ୍ୟ ହୋଇପଡିଛି । ଗତ ଶୁକ୍ରବାର ବାଲିପାଟଣା ଥାନା ରାଜସ୍ୱ ଗାଁରେ ବିଳମ୍ବିତ ରାତିରେ ଜୁଆ ଆଡା ଉପରେ ରେଡ୍ ବେଳେ ନିର୍ଧୁମ ମାଡ଼ ଖାଇଥିଲା ପୋଲିସ
Download Argus News App
