2008-2019 ମଧ୍ୟରେ ଡୁପ୍ଲେକ୍ସ ଯୋଗାଇ ଦେବା ନାଁ ରେ 18 ଜଣଙ୍କ ଠାରୁ ଲୁଟି ଥିଲେ 5 କୋଟି 16 ଲକ୍ଷ ଟଙ୍କା l ଅଭିଯୋଗ ପରେ ନିଜ ଆଡୁ ମାମଲା କରି 2020 ମସିହାରେ ଅକ୍ଷୟଙ୍କୁ ଗିରଫ କରିଥିଲା EOW।
ଅଧିକ ପଢନ୍ତୁ ଓଡିଶା ଖବର
ଅର୍ଗସ ବ୍ୟୁରୋ: କେଶରୀ ରିଅଲ ଇଷ୍ଟେଟ ଅଫିସରେ ED ର ଚଢ଼ାଉ l କେଶରୀ ଇଷ୍ଟେଟ ଏକ୍ସ ଡାଇରେକ୍ଟର ଅକ୍ଷୟ କୁମାର ଚୌଧୁରୀଙ୍କ ଘରେ ରେଡ l ଏକ ସମୟରେ 3 ଟି ସ୍ଥାନରେ ହଉଚି ED ର ଚଢ଼ାଉ l କେଶରୀ ଟକିସ ସ୍ଥିତ ଅଫିସ, ସୂର୍ଯ୍ୟ ନଗର ଏବଂ ବରହମପୁର ସ୍ଥିତ ଘରେ ହୋଉଛି ରେଡ l
2008-2019 ମଧ୍ୟରେ ଡୁପ୍ଲେକ୍ସ ଯୋଗାଇ ଦେବା ନାଁ ରେ 18 ଜଣଙ୍କ ଠାରୁ ଲୁଟି ଥିଲେ 5 କୋଟି 16 ଲକ୍ଷ ଟଙ୍କା l ଅଭିଯୋଗ ପରେ ନିଜ ଆଡୁ ମାମଲା କରି 2020 ମସିହାରେ ଅକ୍ଷୟଙ୍କୁ ଗିରଫ କରିଥିଲା EOW।
ଅଧିକ ପଢନ୍ତୁ ଓଡିଶା ଖବର