ସମଲ ଥାନା ଅଞ୍ଚଳ ଦେଇ ଏନଟିପିସିକୁ ଯାଇଥିବା ଟ୍ରେନ ଲାଇନରେ ଯାତାୟତ କରୁଥିବା କୋଇଲା ବୋଝେଇ ଟ୍ରେନ ଗୁଡ଼ିକରୁ ଦିର୍ଘ ଦିନହେବ କୋଇଲା ଚୋରି କରି ବିକ୍ରି କରୁଥିଲେ । ଏନେଇ ପୋଲିସ ପକ୍ଷରୁ ଚଢ଼ାଉକରି ସମଲ ଅଞ୍ଚଳରୁ ୮ଟି କୋଇଲା ବୋଝେଇ ସ୍କୁଟର ଜବତ କରିବା ସହ ୮ଜଣଙ୍କୁ ଗିରଫ କରି କୋଟ୍ ଚାଲାଣ କରିଛି ସମଲ ପୋଲିସ ।