ଉକ୍ତ ସ୍ୱାସ୍ଥ୍ୟ ସେବା ଗୁଡିକ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଅଧିନରେ ଖୋଲିବା ପାଇଁ ନିୟମ ରହିଅଛି ଏବଂ ଉକ୍ତ ସେବା ପାଇଁ ନିର୍ବାଚିତ ସରପଞ୍ଚ ପ୍ରତିନିଧି ମାନଙ୍କୁ ଅଧକ୍ଷ ଦାୟୁତ ଦିଆଯିବା ର ମଧ୍ୟ ସରକାରୀ ବିଧି ବ୍ୟବସ୍ଥା ରହିଅଛି। ହେଲେ ବଡ଼ଚଣା ବ୍ଲକ ସାଉଡିଆ ଠାରେ ନୂତନ ଭାବେ ଖୋଲୁଥିବା ଉପକେନ୍ଦ୍ର ଟିକୁ ସ୍ଥାନୀୟ ବିଧାୟକ ଏବଂ ଦଳୀୟ ନେତାଙ୍କ ଦ୍ଵାର ଉଦ୍ଘାଟନ କରାଯାଇଅଛି।
ହେଲେ ନିର୍ବାଚିତ ପ୍ରତିନିଧି ସରପଞ୍ଚଙ୍କୁ କୌଣସି ସୂଚନା ମିଳିନାହିଁ,ଏହା ସହ ଗ୍ରାମପଞ୍ଚୟତର କାର୍ଯ୍ୟାଳୟ ଅଧିନରେ ଥିବା ଗୃହରେ ଏହାକୁ ନ ଖୋଲି ଚଞ୍ଚକତା ସହ ପ୍ରାଣିଧନ ଚିକିତ୍ସା କେନ୍ଦ୍ରରେ ଖୋଲାଯାଇଛି। ଏଭଳି ବେଆଇନ କାର୍ଯ୍ୟକୁ ବିରୋଧ କରିବା ସହ ଗ୍ରାମପଞ୍ଚୟତର ର ସରପଞ୍ଚ ସମିତିସଭ୍ୟ ଏବଂ ନାୟବ ସରପଞ୍ଚ ସାମ୍ବାଦିକ ସମ୍ମିଳନୀ କରିବା ସହ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି ତା ସହିତ ବଡ଼ଚଣା ମୁଖ୍ୟ ଚିକିତ୍ସା ଅଧିକାରୀ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ବଡ଼ଚଣା ବିଡ଼ିଓଙ୍କୁ ଅଭିଯୋଗ ଜଣାଇବା ସହ ଏଭଳି ବେଆଇନ କାର୍ଯ୍ୟକ୍ରମ ବିରୋଧରେ ସଂପୃକ୍ତ ଥିବା ସରକାରୀ ଅଫିସର ବିଧାୟକଙ୍କ ସହ ଶାସକ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।