କନ୍ଧମାଳ- କଳାହାଣ୍ଡି ସୀମାନ୍ତବର୍ତୀ ଅଞ୍ଚଳ ଝିରିପାଣି, ଭଣ୍ଡରଙ୍ଗି, ଲଙ୍କାଗଡ ଓ ବେଲଘର ଅଞ୍ଚଳରେ ହାତୀପଲ ବୁଲୁଥିବାର ଦେଖିବାକୁ ମିଳିଛି। ୭/୮ଦିନ ହେବ ହାତୀ ପଲ ଗାଁ ଭିତରେ ଚଳପ୍ରଚଳ କରୁଛନ୍ତି । ଅନଫ୍ୟଟେ ହାତୀପଲଙ୍କୁ ଘଉଡାଇବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।
ବେଲଘର ବାନାଞ୍ଚଳରେ ହାତୀ ଆତଙ୍କ

ଅର୍ଗସ ବ୍ୟୁରୋ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ବାନାଞ୍ଚଳରେ ହାତୀ ଆତଙ୍କ । 40ରୁ 50 ହାତୀ ଗାଁ ନିକଟ ଜଙ୍ଗଲରେ ଚଳ ପ୍ରଚଳ କରୁଥିବା ବେଳେ ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଗ୍ରାମବାସୀ ।
Download Argus News App
