ଧାନ ଖାଉଥିବାର ଦେଖି ଚାଷୀ ସଙ୍ଗେସଙ୍ଗେ ଭଗିପୁର ବନ ବିଭାଗକୁ ଖବର ଦେଇଥିଲେ, ହେଲେ ହାତୀ ଘଉଡାଇବା ପାଇଁ ଗାଡି ନଥିବାର ଦର୍ଶାଇ ବନବିଭାଗ କର୍ମଚାରୀ ଆସି ନ ଥିଲେ। ଅନ୍ୟପଟେ ହାତୀ ଘଉଡାଇବା ପାଇଁ ବନବିଭାଗକୁ ଗ୍ରାମବାସୀମାନେ ଦାବିକରିଛନ୍ତି ।
ଓଡିଶା ଖବର ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ : ଧାନ ଖାଇଲେ ,ପରେ ଦଳିଚକଟି ନଷ୍ଟ ବି କଲେ। ଚନ୍ଦକା- ଡ଼ମପଡା ଅଭୟାରଣ୍ୟର ଉତ୍ତର ଦିଗରେ ଥିବା ବାଁଆରା ପଞ୍ଚାୟତର ରାମଚଣ୍ଡୀ ଗ୍ରାମରେ ଗତକାଲି ରାତିରେ ଛଅ ଟିକିଆ ହାତୀପଲ ଆସି, ଧାନ ଖାଇ ଦଳିଚକଟି ନଷ୍ଟ କରିଦେଇଛନ୍ତି ।