ଏହି ଗୋଠ ଛଡା ଦନ୍ତା ହାତୀଟି ପୂର୍ବ ସପ୍ତାହ ପାର୍ଶ୍ଵ ଗ୍ରାମରେ ଅନ୍ୟ ଦୁଇ ଜଣ ମହିଳାଙ୍କୁ ଶୁଣ୍ଡରେ କଚାଡି ମାରିଥିଲା । ୨୧ ଏବଂ ୨୨ ମସିହା ମଧ୍ୟରେ ଏହି ଗୋଠ ଛଡା ଦନ୍ତା ହାତୀ କେବଳ କୋଇଡା ବନାଞ୍ଚଳ ଅଞ୍ଚଳରେ 7 ଜଣଙ୍କ ଜୀବନ ନେଲାଣି । ଆଉ କେତେ ଜଣ ଗୁରୁତର ହେଲେଣି ତାହାର ହିସାବ ନାହିଁ । ବାରମ୍ବାର ହାତୀ ଆକ୍ରମଣରେ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଥିବା ବେଳେ ବନ ବିଭାଗ ଚୁପ ହଇ ଖାଲି ହାତୀକୁ ସୁରକ୍ଷା ଦେଉଛି । ହାତୀକୁ ଟ୍ରାଙ୍କୁଲାଇଜ କରି ଅନ୍ୟ ଜଙ୍ଗଲରେ ଛାଡିବା ପାଇଁ ଅଞ୍ଚଳବାସୀ ଅଭିଯୋଗ କାରୁଥିବା ବେଳେ କିନ୍ତୁ ବାନବିବହାଗ ଚୁପ୍ ବସିଛି ଆଜି ସନ୍ଧ୍ୟା ନ ହେଉନୁ ଦୌଘର ଗାଁରେ ପଶି ଉତ୍ପାତ କରୁଛି ଏ ପ୍ରଜନ୍ତ ବନ ବିଭାଗ କୁ ଖବର ଦେଲେ ସୁଦ୍ଧା ବନ ବିଭାଗ ନୀରବ ଜାହା ଫଳରେ ଗାଁ ଲକ ଭୟ ରେ ରାତି ଉଜାଗର ହଇ ଜଗି ରହିଛନ୍ତି।
ସନ୍ଧ୍ୟା ନଇଁଲେ ମାଡି ଆସୁଛି ଦନ୍ତା ଲକଙ୍କୁ ମାରିବା ସହ ସମସ୍ତଙ୍କୁ ନିଦ ହଜେଇ ଦେଉଛି

ଅର୍ଗସ ବ୍ୟୁରୋ : ଦିନକୁ ଦିନ ଉତ୍ପାତ ବେଢ଼ିବାରେ ଲାଗିଛି ନରହନ୍ତା ଦନ୍ତା ହାତୀ ର କୋଇଡା ବନାଞ୍ଚଳ ଅଞ୍ଚଳରେ ଦୁଇ ସପ୍ତାହ ମଧ୍ୟରେ ନେଲାଣି ଦୁଇଟି ମୁଣ୍ଡ । ସୁନ୍ଦରଗଡ ଜିଲ୍ଲା କୋଇଡା ବନାଞ୍ଚଳ ଅଧୀନସ୍ଥ ବଡ଼ଇନ୍ଦୁପୁର ଗ୍ରାମରେ ଗତ କାଲି ଗୋଠ ଛଡା ଦନ୍ତା ହାତୀ ଆକ୍ରମଣରେ ଦୁଇ ଶିଶୁ ଗୁରୁତର ହୋଇଛନ୍ତି ତାଙ୍କୁ ଉଦ୍ଧାର କରି କୋଇଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ରାଉରକେଲା ପଠା ଯାଇଛି ।
Download Argus News App
