ଭୋରରୁ ନଳିନୀ ଜଙ୍ଗଲକୁ ହାତୀର ଗତିବିଧି ନଜର ରଖିବାକୁ ଯାଇଥିବା ବେଳେ ଦନ୍ତା ହାବୁଡ଼ରେ ପଡିଥିଲେ । ଘଟଣାସ୍ଥଳରେ ନଳିନୀ ବେହୋସ ହୋଇ ପଡ଼ିଥିଲେ । ଅନ୍ୟ ହାତୀ ସାଥି ଙ୍କୁ ମଧ୍ୟ ହାତୀ ଗୋଡାଉ ଥିବା ବନ କର୍ମଚାରୀ ସୂଚନା ମିଳିଛି।
ହାତୀ ଆକ୍ରମଣରେ ମହିଳା ଫରେଷ୍ଟ ଗାର୍ଡ ଗୁରୁତର

ଅର୍ଗସ ବ୍ୟୁରୋ : ବଡମ୍ବା ରେଞ୍ଜ ଅଧିନ ବାଣପୁର ଜଙ୍ଗଲରେ ହାତୀ ଆକ୍ରମଣରେ ମହିଳା ଫରେଷ୍ଟ ଗାର୍ଡ ଗୁରୁତର। ଫରେଷ୍ଟ ଗାର୍ଡ ମହିଳାଙ୍କ ନାଁ ନଳିନୀ ବେହେରା । ମହିଳା ଫରେଷ୍ଟଗାର୍ଡଙ୍କ ବୟସ ବୟସ ୩୭ ବର୍ଷ । ବଡମ୍ବା ରେଞ୍ଜ ଅଧିନ ବାଣପୁର ବିଟ ହାଉସ, ରାମପୁର ଜଙ୍ଗଲରେ ହାତୀ ଜଗିଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି ମହିଳା ।
Download Argus News App
