ଦଳର ବରିଷ୍ଠ ନେତାଙ୍କୁ ଗୁରୁଜ୍ଞାନ ଦେଇଛନ୍ତି ଶାହ
ହାତୀ ଆକ୍ରମଣରେ ଜଣେ ମୃତ
ଅନୁଗୋଳ : ଅନୁଗୋଳ କଣିହାଁ ବଜ୍ରକୋଟ ଗାଁରେ ପୁଣି ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ନୟନି ସାହୁ । ସେ ଭୋର ସମୟରେ ବସ ଯୋଗେ ହସ୍ପିଟାଲ ଯିବାକୁ ଘରୁ ବାହାରି ଯିବାବେଳେ ବାଟରେ ତାଙ୍କୁ ଦନ୍ତାହାତୀ କଚାଡି ଦେଇଥିଲା ।
ଗତକାଲି ରାତିରେ ମଧ୍ୟ କଣିହାଁ ବନାଞ୍ଚଳ ଓଳନ୍ଦା ଗାଁରେ ନବ ସେଠୀ ନାମକ ଜଣେ ବ୍ୟକ୍ତିଙ୍କୁ ହାତି ଦଳି ଦେଇଥିଲା । ଅଞ୍ଚଳରେ ଦନ୍ତା ହାତୀ ଆତଙ୍କ ଖେଳାଇ ଥିବାବେଳେ ଗାଁରେ ଭୟରେ କେହି ଘରୁ ବାହାରକୁ ବାହରୁନାହଁନ୍ତି । ସେପଟେ ବନବିଭାଗ ହାତୀକୁ ଘଉଡାଇବାରେ ବିଫଳ ହୋଇଛି ।
ଆଜି ବି ରାଜରାସ୍ତାରେ ଲହଡ଼ି ଭାଙ୍ଗିଲା ପାଣି

ଭୁବନେଶ୍ୱର: ଆଜି ବି ଲଗାଣ ବର୍ଷାରେ ବେହାଲ ରାଜଧାନୀ । ପୁଣି ରାଜରାସ୍ତାରେ ଲହଡ଼ି ଭାଙ୍ଗିଲା ପାଣି । ଭାସିଲା ଗାଡି ମୋଟର । ମଝି ରାସ୍ତାରେ ଅଟକିଲା ଯାନବାହନ। ବର୍ଷା ଯୋଗୁଁ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି । ଫଳରେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ରାଜଧାନୀବାସୀ ।
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଥିବା ଓ୍ବେଲ
Download Argus News App
