ହାତୀ ଘଉଡାଇବା ପାଇଁ ପ୍ରୟାସ ଚାଲିଥିଲେ ମଧ୍ୟ ବନବିଭାଗ ସଫଳ ହୋଇ ପାରୁନାହିଁ। ଉଲୁଣ୍ଡା ବ୍ଳକ ସିଂହାସନ ଜଙ୍ଗଲରୁ ମହାନଦୀ ପାର ହୋଇ ହାତୀପଲ ଆସୁଥିବା ଜଣାପଡ଼ିଛି।
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ବିନିକା ଅଞ୍ଚଳର ମଣିଗାଁ,ଝରାପଡା, ସିନ୍ଦୁରପୁର ଅନେକ ଗାଁରେ ହାତୀ ବିଲକୁ ଆସି ଧାନ ଫସଲ ନଷ୍ଟ କରିଛନ୍ତି ।