ଅଧିକ ପଢନ୍ତୁ :ଜଙ୍ଗଲରୁ ହାତୀର ଗଳିତ ମୃତଦେହ ଉଦ୍ଧାର
ରାଜ୍ୟରେ ହାତୀ ମୃତ୍ୟୁ ମାମଲା ବଢିବାରେ ଲାଗିଛି। ଏଇ କିଛି ଦିନ ପୂର୍ବରୁ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ବନାଞ୍ଚଳ ତିଲିକି ଗାଁ ନିକଟ ଜଙ୍ଗଲରୁ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ହାତୀର ବୟସ ୪୦ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଦିନକୁ ଦିନ ଏଭଳି ଖବର ସାମ୍ନାକୁ ଆସୁଥିବାବେଳେ ହାତୀ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
ଅଧିକ ପଢନ୍ତୁ : ସଙ୍କଟରେ ଗଜରାଜ, 7 ମାସରେ 7 ହାତୀଙ୍କ ମୃତ୍ୟୁ