ଗାଈ ଚରାଳୀ ରୁ ପ୍ରଖ୍ୟାତ ବାଲୁକାଶିଳ୍ପୀ
କଟକ: କଟକ ସିଡିଏ 13 ନମ୍ୱର ଅଞ୍ଚଳରେ ଦନ୍ତା ଆତଙ୍କ । ରେଭେନ୍ସାର ଦ୍ୱିତୀୟ କ୍ୟାମ୍ପସ ଭିତରେ ପଶି ଦନ୍ତା ଆତଙ୍କ ସୃଷ୍ଟି କରିଛି । କ୍ୟାମ୍ପସର ପାଚେରୀ ଭାଙ୍ଗି ଦନ୍ତା ଉତ୍ପାତ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଭୟରେ ଥିବା ଜଣାପଡ଼ିଛି । ତେବେ ପୂର୍ବରୁ ହାତୀପଲ ମହାନଦୀ ବ୍ରିଜ୍ ଦେଇ ସିଡିଏ ପଟକୁ ଯାଇଥିଲେ ।