ସକାଳୁ ହାତୀକୁ ଜଙ୍ଗଲ ମଧ୍ୟକୁ ଘଉଡାଇ ଦେଇଥିଲେ ଗ୍ରାମବାସୀ । ବାରମ୍ୱାର ହାତୀଙ୍କ ଆତଙ୍କ ଦେଖିବାକୁ ମିଳୁଥିବାବେଳେ ଏନେଇ ବନବିଭାଗ ପକ୍ଷରୁ ଯଦି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଆନ୍ତା, ହୁଏତ ଏଭଳି ପରିସ୍ଥିତି ଦେଖିବାକୁ ମିଳନ୍ତା ନାହିଁ । ଏହାସହ ସାଧାରଣ ଲୋକେ ହଇରାଣ ହୁଅନ୍ତେ ନାହିଁ ।
ହାତୀ ଉପଦ୍ରବରେ ଲୋକେ ଆତଙ୍କିତ
Download Argus News App
