ଗତକାଲି ଅପରାହ୍ନରେ ମାଈ ହାତୀଟିକୁ ଟ୍ରଙ୍କୁଲାଇଜ କରାଯାଇ ଥିବା ବେଳେ ଗତକାଲି ରାତି ତମାମ ତାର ସ୍ବାସ୍ଥ୍ୟ ଅବସ୍ଥା ଉପରେ ନଜର ରଖା ଯାଇଥିଲା। ଅନ୍ୟ ଛୁଆ ହାତୀଟି ଚୌଦ୍ୱାର ଦେଇ ଖୁଣ୍ଟୁଣି ଅଭିମୁଖେ ଅଡ଼େଇ ନେଉଛିବନ ବିଭାଗ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
କଟକ: ଜଗତପୁର ଅଞ୍ଚଳରେ ଆତଙ୍କ ଖେଳାଇ ଥିବା ହାତୀ ଟ୍ରାଙ୍କୁଲାଇଜ ହେବା ପରେ ଆଜି ସକାଳୁ ସ୍ଥାନାନ୍ତରିତ କରାଯାଇଛି । ହାତୀଟିକୁ ଖୁଣ୍ଟୁଣି ଜଙ୍ଗଲକୁ ନିଆଯାଇଛି । 3ଟିକିଆ ଏହି ହାତୀ ପଲ୍ଲ ଖୁଣ୍ଟୁଣୀ ଜଙ୍ଗଲ ଅଞ୍ଚଳରୁ ନିଜ ଗୋଠରୁ ପଳାଇ ଆସିଥିଲେ।